ଜିଲ୍ଲାପାଳଙ୍କୁ ନାବାଳିକା ଛାତ୍ରୀର ଗୁହାରି: ବାପା ନେଇ ଯାଉଛନ୍ତି ମଧ୍ୟାହ୍ନଭୋଜନ ଟଙ୍କା

ଚାଉଳ ଟଙ୍କା ଦିଆଯାଇ ନାହିଁ: ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦ୍ରାପଡ଼ା/ମାର୍ଶାଘାଇ: ମା’ ନଥିବା ଝିଅର ମଧ୍ୟାହ୍ନଭୋଜନ ବାବଦକୁ ମିଳୁଥିବା ଟଙ୍କା ଓ ଚାଉଳ ନେଇ ଯାଉଛନ୍ତି ବାପା ଓ ସାବତ ମା’। ଏପରି ଅଭିଯୋଗ ଆଣି ୧୧ ବର୍ଷର ଝିଅ ଜିଲ୍ଲାପାଳଙ୍କୁ ନ୍ୟାୟ ମାଗିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଝିଅଟି ଗତ ସପ୍ତାହରେ ଆସି ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରେ ଜିଲ୍ଲାପାଳଙ୍କୁ ଏ ସଂପର୍କରେ … Continue reading ଜିଲ୍ଲାପାଳଙ୍କୁ ନାବାଳିକା ଛାତ୍ରୀର ଗୁହାରି: ବାପା ନେଇ ଯାଉଛନ୍ତି ମଧ୍ୟାହ୍ନଭୋଜନ ଟଙ୍କା